ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼: ଏକବିଂଶ ଶତାଦ୍ଦୀରେ ଓଡ଼ିଶା ହେଉ କି ଭାରତ, ଅନେକ ପରିବର୍ତ୍ତନ ହୋଇସାରିଛି। ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛେ ସତ, କିନ୍ତୁ ଆମର ସମାଜରୁ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ। ଏହି ଅନ୍ଧବିଶ୍ବାସକୁ କେନ୍ଦ୍ର କରି ରାଜ୍ୟରେ ବିଭିନ୍ନ ସମୟରେ ହିଂସା କାଣ୍ଡ ମଧ୍ୟ ଘଟୁଥିବାର ନଜିର ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନ୍ଧବିଶ୍ବାସ ଏବେବି ଯାଇନାହିଁ। ସୁନ୍ଦରଗଡ଼ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ … Continue reading ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା